କମେଡି କୁଇନ ଭାରତୀ ଓ ହର୍ଷଙ୍କୁ ମିଳିଲା ଜାମିନ।

ମୁମ୍ବାଇ:  ୨୩-୧୧-୨୦୨୦ ଡ୍ରଗ୍ସ ମାମଲାରେ ହାସ୍ୟ ଅଭିନେତା ଭାରତୀ ସିଂ ଏବଂ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ମୁମ୍ବାଇ କୋର୍ଟ ଜାମିନ ପ୍ରଦାନ କରିଛନ୍ତି।  ଶନିବାର ଦିନ ଡ୍ରଗ୍ସ ମାମଲାରେ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଥିଲା।  ଯାହା ପରେ ଉଭୟଙ୍କୁ 14 ଦିନ ଅର୍ଥାତ୍ 4 ଡିସେମ୍ବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିଲେ।  ଭାରତ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ 15,000 ଟଙ୍କା ବ୍ୟକ୍ତିଗତ … Continue reading କମେଡି କୁଇନ ଭାରତୀ ଓ ହର୍ଷଙ୍କୁ ମିଳିଲା ଜାମିନ।